S.net Online Services

S.net Online Services LIC, GST, ITR, ONLINE SERVICES Let's make life happy.

21/02/2026
WHOLE LIFE INSURANCE, 10% LIFETIME RETURN, CONTACT FOR BEST PLANS FOR YOU:- 089175 55255
10/02/2026

WHOLE LIFE INSURANCE, 10% LIFETIME RETURN,
CONTACT FOR BEST PLANS FOR YOU:- 089175 55255

Do it today.
04/02/2026

Do it today.

ନୂତନ ବର୍ଷରେ ଆପଣଙ୍କ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ହାର୍ଦ୍ଦିକ ଶୁଭକାମନା |
31/12/2025

ନୂତନ ବର୍ଷରେ ଆପଣଙ୍କ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ହାର୍ଦ୍ଦିକ ଶୁଭକାମନା |

ବିବାହ ଗୁଡିକରେ ୪-୫ ଘଣ୍ଟା ପାଇଁ ଦେଖାଦେଖି ଉପରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେବା ବନ୍ଦ କରନ୍ତୁ … ଲୋକମାନେ ଖାଇ ସାରି କେବଳ ତ୍ରୁଟି ବାହାର କ...
02/12/2025

ବିବାହ ଗୁଡିକରେ ୪-୫ ଘଣ୍ଟା ପାଇଁ ଦେଖାଦେଖି ଉପରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେବା ବନ୍ଦ କରନ୍ତୁ …
ଲୋକମାନେ ଖାଇ ସାରି କେବଳ ତ୍ରୁଟି ବାହାର କରି ଚାଲିଯାଆନ୍ତି!"
କଥା ଟା କଟୁ ଲାଗି ପାରେ, କିନ୍ତୁ ସତ୍ୟ ଏଇଆ ହିଁ ଅଟେ।🙏
ଆଜିକାଲି ବିବାହଗୁଡ଼ିକ ପ୍ରେମର ନୁହେଁ, ଦେଖାଦେଖି ର ବଜାର ହୋଇଛି।
ଲକ୍ଷ ଲକ୍ଷ ଟଙ୍କା କେବଳ ଏଥିପାଇଁ ଖର୍ଚ୍ଚ କରାଯାଏ ଯେ ଲୋକେ କ’ଣ କହିବେ!🤔
କିନ୍ତୁ ସତ୍ୟଟା ହେଉଛି—
ଲୋକମାନେ ଆସନ୍ତି, ମୋବାଇଲରେ ଭିଡିଓ ବନାନ୍ତି, ଦୁଇ କଳ ଖାଆନ୍ତି ଏବଂ ଯାଉଯାଉ ଏହିକଥା କହନ୍ତି:-
"ଲୁଣ କମ୍ ଥିଲା" "ମିଠା ଥଣ୍ଡା ଥିଲା" "ପନିର ଠିକ୍ ନଥିଲା"
ଅର୍ଥାତ୍ ପରିଶ୍ରମ ଆପଣଙ୍କର, ଟଙ୍କା ଆପଣଙ୍କର, ଚାପ ଆପଣଙ୍କର, ଏବଂ ତ୍ରୁଟି ଲୋକଙ୍କ ଜିଭରେ!😡
ପେଟଭରା ଲୋକଙ୍କୁ ଖୁଆଇ ପୁଣ୍ୟ ମିଳେନା…
କିନ୍ତୁ ସେଇ ଟଙ୍କା ନିଜ ଝିଅର ଭବିଷ୍ୟତରେ ଲଗାଇ ଦେଲେ ଜୀବନ ବଦଳି ଯାଇପାରେ।
ବିବାହ ରେ ଦେଖାଦେଖି କରିବାରୁ ନା ଆପଣଙ୍କ ଇଜ୍ଜତ ବଢେ, ନା ଆପଣଙ୍କ ମର୍ଯ୍ୟାଦା।
କିନ୍ତୁ ଫାଲତୁ ଖର୍ଚ୍ଚ ରୋକି
ଝିଅ ନାମରେ FD କିମ୍ବା ସଞ୍ଚୟ କରିଦେଲେ—
ସେଇଟା ହିଁ ହେଉଛି ପ୍ରକୃତ ସୁଖ।
ଆଜିର ସମାଜକୁ ସଚେତନ ହେବା ଉଚିତ,
ବିବାହ ସରଳ ହେବା ଉଚିତ୍,
ଜୀବନ ସୁରକ୍ଷିତ ହେବା ଉଚିତ୍…😌

ଜୀବନବୀମା ଅଯଥା ଖର୍ଚ୍ଚ ନୁହେଁ , ଏହା ସୁରକ୍ଷିତ ଭବିଷ୍ୟତ ପାଇଁ ନିବେଶ ଅଟେ |ତେଣୁ ଜୀବନବୀମା ନିଶ୍ଚୟ କରନ୍ତୁ |
19/11/2025

ଜୀବନବୀମା ଅଯଥା ଖର୍ଚ୍ଚ ନୁହେଁ , ଏହା ସୁରକ୍ଷିତ ଭବିଷ୍ୟତ ପାଇଁ ନିବେଶ ଅଟେ |
ତେଣୁ ଜୀବନବୀମା ନିଶ୍ଚୟ କରନ୍ତୁ |

Insurance is Important.
07/11/2025

Insurance is Important.

ଜୀବନବୀମା ମାନେ ଆର୍ଥିକ ସୁରକ୍ଷା
01/11/2025

ଜୀବନବୀମା ମାନେ ଆର୍ଥିକ ସୁରକ୍ଷା

Address

KHAJURIPADA Street, NEAR PANCHYAT HIGH SCHOOL, SINGIPUR
Ganjam
761014

Opening Hours

Monday 10am - 4pm
Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 10am - 4pm

Website

Alerts

Be the first to know and let us send you an email when S.net Online Services posts news and promotions. Your email address will not be used for any other purpose, and you can unsubscribe at any time.

Share